For proper view use only IE6 or above.Download IE7 here oriya font

Follow us on Twitter font problem ? download oriya font here Expired download links will be uploaded again soon Uploading Process is ON.Keep coming odiaworld

ଓଡିଆ ମାଟିର ସମ୍ମାନାର୍ଥେ – ଓଡିଆଜଗତ


ନମସ୍କାର


ଓଡିଆଜଗତକୁ ଆପଣଙ୍କୁ ସ୍ବାଗତ କରୁଛୁ ୤ ବିଶ୍ବାସ ନ ହୋଇପାରେ କିନ୍ତୁ ବହୁତ ଶୀଘ୍ର ଓଡିଆଜଗତ ଇଣ୍ଟର୍ନେଟ୍ ରେ ଉପଲବ୍ଧ ସବୁଠାରୁ ବଡ ଓ ଲୋକପ୍ରିୟ ଓଡିଆ ସାଇଟ୍ ହେବାକୁ ଯାଉଛି ୤ ଓଡିଆ ଓ ଓଡିଶା ପାଇଁ ନୂତନ ଧାରା ସୃଷ୍ଟି କରିବ ଓଡିଆଜଗତ୤ଏହି ଖାଣ୍ଟି ଓଡିଆ ସ୍ରୋତରେ ନିଜକୁ ମିଶାଇ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଅନୁରୋଧ ୤ ଓଡିଆ ଭାଷା ଓ ସାହିତ୍ୟକୁ ଆଧୁନିକ ମାତ୍ର ସାବଲୀଳ ପରିଧାନରେ ଆପଣଙ୍କୁ ପରିବେଷଣ କରିବା ଆମର ଲକ୍ଷ୍ୟ ୤ ଶିକ୍ଷାକୁ ଏହାର ପ୍ରକୃତ ରୂପରେଖର ନିକଟତର କରାଇବା ପାଇଁ ଆମେ ଛୋଟ ପାଦଟିଏ ବଢାଇଛୁ...କିଛି ଭୁଲ୍ ଚିନ୍ତାଧାରାର ଅବସାନ ପାଇଁ ଆପଣମାନଙ୍କ ଯୋଗଦାନ ଅପରିହାର୍ଯ୍ୟ ୤ ଓଡିଆସଂଗୀତର ସୁପ୍ତ ତଥା ଲୁପ୍ତ ମଧୁରତାକୁ ଓଡିଆମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଆମେ ଉଦ୍ୟମରତ୤ ଅଗଣିତ ସାମାଜିକ ରୋଗଗୁଡିକ ପାଇଁ ଔଷଧ ନ ଦେଲେ ମଧ୍ୟ ଔଷଧ ଚିଠା ଦେବା ପାଇଁ ଆମେ ବଦ୍ଧପରିକର୤ ହଁ , ଆପଣଙ୍କ ମତ ଓ ଦିଗ୍ଦର୍ଶନ ଆମର ଏକାନ୍ତ କାମ୍ୟ ୤


ଓଡିଶା ତଥା ବିଦେଶରେ ଥିବା ପ୍ରକୃତ-ଓଡିଆ ଭାଈଭଉଣି ଓ ମଉସାମାଉସୀମାନଙ୍କୁ ଅନୁରୋଧ...ଏହି ଉଚିତ୍ କର୍ମରେ ଯଥାସମ୍ଭବ ଅଂଶଗ୍ରହଣ କରି ଓଡିଆଜାତିର ମୂଲ୍ୟବୋଧ ଅପରିବର୍ତିତ ରଖନ୍ତୁ...

ଧନ୍ୟବାଦ
ଓଡିଆଜଗତ ପରିବାର

Free Download Odiaworld Toolbar




.

.

ଗଧ ଉବାଚ଼



ଏ ସମୟର ରାଜନୀତିରେ ମୋର ବନ୍ଧୁମାନଙ୍କର ପ୍ରାଧାନ୍ୟ ଦେଖି ଭାବୁଛି - ମୋତେ ବି ଗୋଟିଏ ଦଳୀୟ ଟିକଟ ମିଳନ୍ତାନି !



Put Your Ad Here
Contact odiaworld@gmail.com

ହସ ବଟିକା


ଚାକର - ବାବୁ, ମୁଁ ସ୍ବପ୍ନ ଦେଖିଲି କି ଆପଣ ମୋତେ ଶହେ ଟଙ୍କା ଦେଉଛନ୍ତି ୤
ମାଲିକ - ଆଛା ! ଠିକ୍ ଅଛି, ଏ ମାସରେ ଶହେ ଟଙ୍କା କାଟି ଦରମା ନେଇଯିବୁ ୤
-------------------------------------------------------
ସାର୍- ବିଦ୍ଯୁତ୍ କେଉଁଠୁ ଆସେ ?
ବୁଧିଆ- ମାମୁଁ ଘରୁ ସାର୍ | ବିଦ୍ଯୁଟ୍ କାଟ୍ ବେଳେ ବାପା କହନ୍ତି-"ଶଳାଗୁଡାକ ପୁଣି କାଟିଲେ" |


.....

..




*ମୁଖ୍ଯମନ୍ତ୍ରୀଙ୍କୁ ଇ-ମେଲ୍ ଦ୍ବାରା ମାଓବାଦୀଙ୍କ ଧମକ

*ବେକାର ଯୁବକମାନଙ୍କୁ ମାଓବାଦୀଙ୍କ ଦ୍ବାରା 3000 ଟ୍ଙ୍କା ଦରମା ପ୍ରଲୋଭନ

*ଅଗ୍ନି-1 ର ସଫଳ ପରୀକ୍ଷଣ

*2004 ରୁ 2008 ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ


*ମୋବାଇଲ୍ ଉପଭୋକ୍ତା ପିଛା ରାଜସ୍ବ - ଓଡିଶା ବହୁ ପଛରେ









ସନ୍ଧାନ

ଏଥରର ପ୍ରଶ୍ନ

ପ୍ରବାସୀ ଓଡିଆମାନେ ଓଡିଆ ସଂସ୍କୃତି ସହ ପରିଚିତ କି ?
ହଁ
ନା
ଜଣା ନାହିଁ
ସମସ୍ତେ ନୁହନ୍ତି

ଲେଖନୀମୁନରୁ କିଛି

.

free counters

ପାଣିପାଗ ସୂଚ଼ନା

Put Your Ad Here
Contact odiaworld@gmail.com

......

ଓଡିଆଜଗତ ପରିଦର୍ଶନ କରି ଖୁଶି ଲାଗିଲା ? ତେବେ ସାଙ୍ଗ, ସଂପର୍କିୟମାନଙ୍କୁ ଜଣାନ୍ତୁ .
ନିମ୍ନରେ ଥିବା କୋଡ୍ ଆପଣଙ୍କ ବ୍ଲଗ୍ ଓ ସାଇଟ୍ ରେ ଛାପନ୍ତୁ