କ୍ୟୁବ୍ ଖେଳ
ସବୁଜ ଘନବସ୍ତୁକୁ ନାଲି ଚଟାଣ ଉପରୁ ହଟାଇଲେ ସେହି ନାଲି ଚଟାଣଟି ତଳକୁ ଖସିଯିବ ମାଟିଆ ରଙ୍ଗର କୌଣସି ଚଟାଣ ଖସିବ ନାହିଁ ତୁମର ଲଖ୍ୟ ହେଉଛି ସମସ୍ତ ନାଲି ଚଟାଣ ତଳକୁ ଖଶାଇବା.....
ଆଇ.କ୍ୟୁ ପରୀକ୍ଷା
ଆଇ.କ୍ୟୁ (ଇଣ୍ଟଲିଜେନ୍ସ୍ କୋଶେଣ୍ଟ) ବ୍ୟକ୍ତିର ବୁଦ୍ଧି, ସ୍ମରଣଶକ୍ତି , ପର୍ଯ୍ୟବେକ୍ଷଣ ଦଖ୍ୟତା,ଅନୁଶୀଳନ ଦକ୍ଷତା ,ସୃଜନକ୍ଷମତାର ମୋଟାମୋଟି ବା ସମୁହ ଆକଳନରୁ ନିରୂପଣ କରାଯାଇଥାଏ.....
ବୋକା ପରିକ୍ଷା
ନିର୍ଦେଷ ଅନୁଶାରେ ଉତ୍ତର ଦିଅ ଓ ପ୍ରଦର୍ଶନ ଅନୁଯାୟୀ ଶେଷରେ ଏକ ମଜାଳିଆ ମନ୍ତବ୍ୟ ପାଅ.....
ବୁଦ୍ଧି ପରୀକ୍ଷା
ଦ୍ଵାରା ପୋଷ୍ଟ ହୋଇଛି bpr
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
.
.
ଗଧ ଉବାଚ଼
ଏ ସମୟର ରାଜନୀତିରେ ମୋର ବନ୍ଧୁମାନଙ୍କର ପ୍ରାଧାନ୍ୟ ଦେଖି ଭାବୁଛି - ମୋତେ ବି ଗୋଟିଏ ଦଳୀୟ ଟିକଟ ମିଳନ୍ତାନି !
ହସ ବଟିକା
ଚାକର - ବାବୁ, ମୁଁ ସ୍ବପ୍ନ ଦେଖିଲି କି ଆପଣ ମୋତେ ଶହେ ଟଙ୍କା ଦେଉଛନ୍ତି
ମାଲିକ - ଆଛା ! ଠିକ୍ ଅଛି, ଏ ମାସରେ ଶହେ ଟଙ୍କା କାଟି ଦରମା ନେଇଯିବୁ
-------------------------------------------------------
ସାର୍- ବିଦ୍ଯୁତ୍ କେଉଁଠୁ ଆସେ ?
ବୁଧିଆ- ମାମୁଁ ଘରୁ ସାର୍ | ବିଦ୍ଯୁଟ୍ କାଟ୍ ବେଳେ ବାପା କହନ୍ତି-"ଶଳାଗୁଡାକ ପୁଣି କାଟିଲେ" |
.....
..
*ମୁଖ୍ଯମନ୍ତ୍ରୀଙ୍କୁ ଇ-ମେଲ୍ ଦ୍ବାରା ମାଓବାଦୀଙ୍କ ଧମକ
*ବେକାର ଯୁବକମାନଙ୍କୁ ମାଓବାଦୀଙ୍କ ଦ୍ବାରା 3000 ଟ୍ଙ୍କା ଦରମା ପ୍ରଲୋଭନ
*ଅଗ୍ନି-1 ର ସଫଳ ପରୀକ୍ଷଣ
*2004 ରୁ 2008 ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ
*ମୋବାଇଲ୍ ଉପଭୋକ୍ତା ପିଛା ରାଜସ୍ବ - ଓଡିଶା ବହୁ ପଛରେ
0 ମନ୍ତବ୍ୟ(ଗୁଡିକ):
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ