For proper view use only IE6 or above.Download IE7 here oriya font

Follow us on Twitter font problem ? download oriya font here Expired download links will be uploaded again soon Uploading Process is ON.Keep coming odiaworld

ଏକକ ପରିବର୍ତନ

Energy Converter

ଶକ୍ତିର ବିଭିନ୍ନ ରୂପ ଅନୁଶାରେ ବିଭିନ୍ନ ଏକକ ମଧ୍ୟ ବ୍ୟବହାର କରାଯାଏ ୤ ଯେପରି ତାପଶକ୍ତି ପାଇଁ କ୍ୟାଲୋରି ବ୍ୟବହୃତ ହୁଏ ୤ ପଦାର୍ଥର ରସାୟନିକ କିମ୍ବା ଭୌତିକ ସ୍ଥିତିର ପରିବର୍ତନ ହିଁ ଶକ୍ତି ଶବ୍ଦକୁ ଜନ୍ମ ଦେଇଛି ଯେପରି ନଈର ଦୁଇ କୂଳ ମଧ୍ୟରେ ଗମନାଗମନ ହେତୁ ପୋଲ ତିଆରି କରାହୋଇଥାଏ , ନଚେତ୍ ପୋଲର ସତ୍ତା ନ ଥାନ୍ତା....


Unit Converter

ଦୈର୍ଘ୍ୟ, ବସ୍ତୁତ୍ବ, କ୍ଷେତ୍ରଫଳ, ଆୟତନ କିମ୍ବା ତାପମାତ୍ରା ଚୟନ କର ଏବଂ ଦତ୍ତ ଓ ଆବଶ୍ୟକ ଏକକ ଚୟନ କର...



Char to ASCII hexadecimal & octal converter

ଦଶମିକ ପଦ୍ଧତି ଯେପରି ୦ ଠାରୁ ୯ ପର୍ଯ୍ୟନ୍ତ ୧୦ଟି ଅଙ୍କ ବ୍ୟବହାର କରେ ସେପରି ହେକ୍ସାଡେସିମାଲ୍ ୦ ଠାରୁ ୧୫ (ଅର୍ଥାତ୍ F) ୧୬ଟି ଓ ଅକ୍ଟା ଦ୍ଧତି ୦ ଠାରୁ ୭ ପର୍ଯ୍ୟନ୍ତ ୮ଟି ଅଙ୍କ ବ୍ୟବହାର କରେ୤ ଉଦାହରଣ ସ୍ବରୂପ (ଦଶମିକ) ୨୫= ୩୧ (ଅକ୍ଟାଲ୍)= ୧୯ (ହେକ୍ସାଡେସିମାଲ୍)...



Degrees to Radians

ଜାଣନ୍ତି କି, ରେଡିଆନ୍ ଏକକର ସୃଷ୍ଟି ହୋଇଥିଲା ଠାରୁ ଓ ର ସୃଷ୍ଟି ବୃତ୍ତରୁ ହୋଇଥିଲା ୤ ଯେକୌଣସି ଆକାରର ଏକ ବୃତ୍ତର ପରିଧିର ଦୈର୍ଘ୍ୟକୁ ତାହାର ବ୍ୟାସ ଦ୍ବାରା ବିଭକ୍ତ କଲେ ସବୁବେଳେ ଏକମାତ୍ର ବାସ୍ତବ ସଂଖ୍ୟା ମିଳେ୤ ତାହାକୁ (ପାଏ ) କୁହାଯାଏ ୤ ଏକ ବାସ୍ତବ(real) କିନ୍ତୁ ଅପରିମେୟ ସଂଖ୍ୟା ୤ ରେଡିଆନ୍= ୧୮୦ ଡ଼ିଗ୍ରୀ ୤


0 ମନ୍ତବ୍ୟ(ଗୁଡିକ):

Free Download Odiaworld Toolbar




.

.

ଗଧ ଉବାଚ଼



ଏ ସମୟର ରାଜନୀତିରେ ମୋର ବନ୍ଧୁମାନଙ୍କର ପ୍ରାଧାନ୍ୟ ଦେଖି ଭାବୁଛି - ମୋତେ ବି ଗୋଟିଏ ଦଳୀୟ ଟିକଟ ମିଳନ୍ତାନି !



Put Your Ad Here
Contact odiaworld@gmail.com

ହସ ବଟିକା


ଚାକର - ବାବୁ, ମୁଁ ସ୍ବପ୍ନ ଦେଖିଲି କି ଆପଣ ମୋତେ ଶହେ ଟଙ୍କା ଦେଉଛନ୍ତି ୤
ମାଲିକ - ଆଛା ! ଠିକ୍ ଅଛି, ଏ ମାସରେ ଶହେ ଟଙ୍କା କାଟି ଦରମା ନେଇଯିବୁ ୤
-------------------------------------------------------
ସାର୍- ବିଦ୍ଯୁତ୍ କେଉଁଠୁ ଆସେ ?
ବୁଧିଆ- ମାମୁଁ ଘରୁ ସାର୍ | ବିଦ୍ଯୁଟ୍ କାଟ୍ ବେଳେ ବାପା କହନ୍ତି-"ଶଳାଗୁଡାକ ପୁଣି କାଟିଲେ" |


.....

..




*ମୁଖ୍ଯମନ୍ତ୍ରୀଙ୍କୁ ଇ-ମେଲ୍ ଦ୍ବାରା ମାଓବାଦୀଙ୍କ ଧମକ

*ବେକାର ଯୁବକମାନଙ୍କୁ ମାଓବାଦୀଙ୍କ ଦ୍ବାରା 3000 ଟ୍ଙ୍କା ଦରମା ପ୍ରଲୋଭନ

*ଅଗ୍ନି-1 ର ସଫଳ ପରୀକ୍ଷଣ

*2004 ରୁ 2008 ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ


*ମୋବାଇଲ୍ ଉପଭୋକ୍ତା ପିଛା ରାଜସ୍ବ - ଓଡିଶା ବହୁ ପଛରେ









ସନ୍ଧାନ

ଏଥରର ପ୍ରଶ୍ନ

ପ୍ରବାସୀ ଓଡିଆମାନେ ଓଡିଆ ସଂସ୍କୃତି ସହ ପରିଚିତ କି ?
ହଁ
ନା
ଜଣା ନାହିଁ
ସମସ୍ତେ ନୁହନ୍ତି

ଲେଖନୀମୁନରୁ କିଛି

.

free counters

ପାଣିପାଗ ସୂଚ଼ନା

Put Your Ad Here
Contact odiaworld@gmail.com

......

ଓଡିଆଜଗତ ପରିଦର୍ଶନ କରି ଖୁଶି ଲାଗିଲା ? ତେବେ ସାଙ୍ଗ, ସଂପର୍କିୟମାନଙ୍କୁ ଜଣାନ୍ତୁ .
ନିମ୍ନରେ ଥିବା କୋଡ୍ ଆପଣଙ୍କ ବ୍ଲଗ୍ ଓ ସାଇଟ୍ ରେ ଛାପନ୍ତୁ