ଶୀଘ୍ର ଆସୁଛି ଆହୁରି ଅନେକ...
ଚଳଚ୍ଚିତ୍ର ଅଡିଓ ଗୀତ
           ସମସ୍ତ ଓଡିଆ ସାଇଟ୍ ଆପଣଙ୍କୁ କେବଳ ଅନ୍ ଲାଇନ୍ ଗୀତ ଶୁଣିବାର ସୁଯୋଗ ଦେଇଥାଏ ମାତ୍ର ଆପଣଙ୍କ ପ୍ରିୟ ଗୀତ ଡାଉନ୍ ଲୋଡ୍ କରିବାର ସୁଯୋଗ ଦିଏ ନାହିଁ ସବୁବେଳେ ଇଣ୍ଟରନେଟ୍ ସହାୟତାରେ ଗୀତ ଶୁଣିବା ସମ୍ଭବ ନୁହେଁ , ବ୍ୟୟବବହୁଳ ଓ ବିରକ୍ତିକର ତେଣୁ କେବଳ ଏହି ସାଇଟ୍ ଆପଣଙ୍କୁ ଆପଣଙ୍କ ମନଛୁଆଁ ଗୀତ (ଉଚ୍ଚ କ୍ବାଲିଟି ବିଶିଷ୍ଟ )ଡାଉନ୍ ଲୋଡ୍ କରିବାକୁ ସୁଯୋଗ ଦେଉଛି
             ଅନେକ ପୁରୁଣା ଚଳଚ୍ଚିତ୍ର ଆଜି ମଧ୍ୟ କେବଳ ସୁମଧୁର ଗୀତ ପାଇଁ ଆମର ମନେ ପଡେ...ଶେଷ ଶ୍ରାବଣ..ଗପ ହେଲେ ବି ସତ..ଏମିତି ଅନେକ
ଅ
ଅଭିଳାଷ
ଆକାଶେ କି ରଙ୍ଗ ଲାଗିଲା
ଉ
ଉଦଣ୍ଡି ସୀତା
କ
କଣ୍ଢେଇ
କାବେରୀ
ଗ
ଗପ ହେଲେ ବି ସତ
ଗୌରି
ଜ
ଜାଇଫୁଲ
ତ
ତୋ ବିନୁ ଅନ୍ୟ ଗତି ନାହିଁ
ଦ
ଦଇବ ଦଉଡି
ପ
ପର ଆପଣା
ପରଦେଶୀ ଚଢେଇ
ଫ
ଫୁଲଚନ୍ଦନ
ବ
ବୋହୁ ହେବ ଏମିତି
ମ
ମାନିନୀ
ମିଛ ମାୟା ସଂସାର
ଯ
ଯା ଦେବୀ ସର୍ବ ଭୂତେଷୁ
ସ
ସହରି ବାଘ
ସମର ସଲିମ୍ ସାଇମନ୍
ସବୁ ମାୟାରେ ବାୟା
ସମୟ ଖେଳୁଛି ଚକା ଭଉଁରି
ସିନ୍ଦୁରବିନ୍ଦୁ
ସୁଲୋଚନା
ସୁନା ଚଢେଇ
ସ୍ବପ୍ନ ସାଗର
ଶ
ଶେଷ ଶ୍ରାବଣ
ଚଳଚ୍ଚିତ୍ର ଅଡିଓ ଗୀତ
ଦ୍ଵାରା ପୋଷ୍ଟ ହୋଇଛି bpr
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
.
.
ଗଧ ଉବାଚ଼
ଏ ସମୟର ରାଜନୀତିରେ ମୋର ବନ୍ଧୁମାନଙ୍କର ପ୍ରାଧାନ୍ୟ ଦେଖି ଭାବୁଛି - ମୋତେ ବି ଗୋଟିଏ ଦଳୀୟ ଟିକଟ ମିଳନ୍ତାନି !
ହସ ବଟିକା
ଚାକର - ବାବୁ, ମୁଁ ସ୍ବପ୍ନ ଦେଖିଲି କି ଆପଣ ମୋତେ ଶହେ ଟଙ୍କା ଦେଉଛନ୍ତି
ମାଲିକ - ଆଛା ! ଠିକ୍ ଅଛି, ଏ ମାସରେ ଶହେ ଟଙ୍କା କାଟି ଦରମା ନେଇଯିବୁ
-------------------------------------------------------
ସାର୍- ବିଦ୍ଯୁତ୍ କେଉଁଠୁ ଆସେ ?
ବୁଧିଆ- ମାମୁଁ ଘରୁ ସାର୍ | ବିଦ୍ଯୁଟ୍ କାଟ୍ ବେଳେ ବାପା କହନ୍ତି-"ଶଳାଗୁଡାକ ପୁଣି କାଟିଲେ" |
.....
..
*ମୁଖ୍ଯମନ୍ତ୍ରୀଙ୍କୁ ଇ-ମେଲ୍ ଦ୍ବାରା ମାଓବାଦୀଙ୍କ ଧମକ
*ବେକାର ଯୁବକମାନଙ୍କୁ ମାଓବାଦୀଙ୍କ ଦ୍ବାରା 3000 ଟ୍ଙ୍କା ଦରମା ପ୍ରଲୋଭନ
*ଅଗ୍ନି-1 ର ସଫଳ ପରୀକ୍ଷଣ
*2004 ରୁ 2008 ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ
*ମୋବାଇଲ୍ ଉପଭୋକ୍ତା ପିଛା ରାଜସ୍ବ - ଓଡିଶା ବହୁ ପଛରେ



0 ମନ୍ତବ୍ୟ(ଗୁଡିକ):
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ