For proper view use only IE6 or above.Download IE7 here oriya font

Follow us on Twitter font problem ? download oriya font here Expired download links will be uploaded again soon Uploading Process is ON.Keep coming odiaworld

ଶିକ୍ଷଣୀୟ ବହି



ଶିକ୍ଷଣୀୟ ବହି

ଆମର ବିଶ୍ବାସ ଯେ ବିଦ୍ୟାଳୟ ଓ ପାଠବହି ମଲାଟ ଭିତର ଅପେକ୍ଷା ବାହାରେ ଅଧିକ ଜାଣିବାକୁ ଥାଏ ୤ ସାଙ୍ଗମାନଙ୍କ ସହ ଖଟିରେ, କ୍ରିକେଟ୍ ଖେଳିବା ବେଳେ, ରହସ୍ୟଭିତ୍ତୀକ ବହି ପଢିବା ବେଳେ, ରେଡିଓରେ ଗୀତ ଶୁଣିବା ବେଳେ, ଛୋଟ ଗଛଟିଏ ଲଗାଇବା ବେଳେ, ପୋଖରୀକୁ ଟେକାଟିଏ ପକାଇବା ବେଳେ, ସାଙ୍ଗମାନଙ୍କ ସହ ନୂଆବର୍ଷ ଭୋଜି କରିବା ବେଳେ, ବିଦ୍ୟୁତ କାଟ ସମୟରେ ଅନ୍ଧାର ରାତିରେ ତାରା ଗଣିବା ବେଳେ, ବର୍ଷାପାଣି ସୁଅରେ କାଗଜ ଡଙ୍ଗାଟିଏ ଭସାଇବା ବେଳେ, ଚିତ୍ରଟିଏ ଆଙ୍କିବା ବେଳେ, ଗଣେଷ ପୂଜା ପାଇଁ ସାଙ୍ଗମାନଙ୍କ ସହ ପାହାନ୍ତିଆ ସମୟରେ ଫୁଲ ତୋଳିବା ବେଳେ, ପିଜୁଳି ତୋଳିବା ପାଇଁ ଗଛରେ ଚଢିବା ବେଳେ, ପାପୁଲିରେ ଚାଲୁଥିବା ବ୍ୟସ୍ତବିବ୍ରତ ପିମ୍ପୁଡିଟିକୁ ଦେଖିଲେ, ବାଣ ଫୁଟାଇବା ବେଳେ, ହଜିଯାଇଥିବା କଲମଟିକୁ ପାଇବା ପରେ, ଗଛରେ ଦୋଳିଟିଏ ବାନ୍ଧିବା ବେଳେ, ଶୀତୁଆ ରାତିରେ କମ୍ବଳ ଘୋଡିହୋଇ ଶୋଇବା ବେଳେ, କାନ୍ଥରେ କଣ୍ଟାଟିଏ ବାଡେଇବା ବେଳେ, ମାଙ୍କଡଟିଏକୁ ବାଦାମ ଖୁଆଇବା ବେଳେ ............ ............ଅନେକ କିଛି ଶିଖିଥାଉ୤

ସହଜ ଓଡିଆ ଶିକ୍ଷା (Easy odia learn)

ମୋ ପାଠ ବହି (My study book)

ସ୍ବପ୍ନିଳ ନିଦ (Dream Sleep)

ଓଡିଶାର ପର୍ବପର୍ବାଣି (Festivals of Orissa)

ବଡ ଲୋକଙ୍କ ଲେଖନୀରୁ

ଓଡିଆ ଢଗ-ଢମାଳି

ଓଡିଆ ରୂଢିପ୍ରୟୋଗ



Five Point Someone by Chetan Bhagat

Three Mistakes of My Life By Chetan Bhagat

Heart mind & soul..the triple point 228 KB

A Day With Famous Stupids
154 KB

Dream Sleep 158 KB

Puzzles To Puzzle You by Shakuntala Devi

365 Daily Success Quotes

Adolf Hitler's Autobiography Mein Kampf

Albert Einstein-The World as I C it

How To Draw Comics and Cartoons

English-Hindi Dictionary

Breaking The Da Vinci Code

Barron's GRE 12th edition


ଶୀଘ୍ର ଆସୁଛି ଆହୁରି ଅନେକ...

How to Download








1 ମନ୍ତବ୍ୟ(ଗୁଡିକ):

akash କହିଲେ...

wow....blog in oriya language.
dekhi bahut khushi lagila.

Free Download Odiaworld Toolbar




.

.

ଗଧ ଉବାଚ଼



ଏ ସମୟର ରାଜନୀତିରେ ମୋର ବନ୍ଧୁମାନଙ୍କର ପ୍ରାଧାନ୍ୟ ଦେଖି ଭାବୁଛି - ମୋତେ ବି ଗୋଟିଏ ଦଳୀୟ ଟିକଟ ମିଳନ୍ତାନି !



Put Your Ad Here
Contact odiaworld@gmail.com

ହସ ବଟିକା


ଚାକର - ବାବୁ, ମୁଁ ସ୍ବପ୍ନ ଦେଖିଲି କି ଆପଣ ମୋତେ ଶହେ ଟଙ୍କା ଦେଉଛନ୍ତି ୤
ମାଲିକ - ଆଛା ! ଠିକ୍ ଅଛି, ଏ ମାସରେ ଶହେ ଟଙ୍କା କାଟି ଦରମା ନେଇଯିବୁ ୤
-------------------------------------------------------
ସାର୍- ବିଦ୍ଯୁତ୍ କେଉଁଠୁ ଆସେ ?
ବୁଧିଆ- ମାମୁଁ ଘରୁ ସାର୍ | ବିଦ୍ଯୁଟ୍ କାଟ୍ ବେଳେ ବାପା କହନ୍ତି-"ଶଳାଗୁଡାକ ପୁଣି କାଟିଲେ" |


.....

..




*ମୁଖ୍ଯମନ୍ତ୍ରୀଙ୍କୁ ଇ-ମେଲ୍ ଦ୍ବାରା ମାଓବାଦୀଙ୍କ ଧମକ

*ବେକାର ଯୁବକମାନଙ୍କୁ ମାଓବାଦୀଙ୍କ ଦ୍ବାରା 3000 ଟ୍ଙ୍କା ଦରମା ପ୍ରଲୋଭନ

*ଅଗ୍ନି-1 ର ସଫଳ ପରୀକ୍ଷଣ

*2004 ରୁ 2008 ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ


*ମୋବାଇଲ୍ ଉପଭୋକ୍ତା ପିଛା ରାଜସ୍ବ - ଓଡିଶା ବହୁ ପଛରେ









ସନ୍ଧାନ

ଏଥରର ପ୍ରଶ୍ନ

ପ୍ରବାସୀ ଓଡିଆମାନେ ଓଡିଆ ସଂସ୍କୃତି ସହ ପରିଚିତ କି ?
ହଁ
ନା
ଜଣା ନାହିଁ
ସମସ୍ତେ ନୁହନ୍ତି

ଲେଖନୀମୁନରୁ କିଛି

.

free counters

ପାଣିପାଗ ସୂଚ଼ନା

Put Your Ad Here
Contact odiaworld@gmail.com

......

ଓଡିଆଜଗତ ପରିଦର୍ଶନ କରି ଖୁଶି ଲାଗିଲା ? ତେବେ ସାଙ୍ଗ, ସଂପର୍କିୟମାନଙ୍କୁ ଜଣାନ୍ତୁ .
ନିମ୍ନରେ ଥିବା କୋଡ୍ ଆପଣଙ୍କ ବ୍ଲଗ୍ ଓ ସାଇଟ୍ ରେ ଛାପନ୍ତୁ