ଧାର୍ମିକ ବହି ଶୀଘ୍ର ଆସୁଛି ଆହୁରି ଅନେକ...
ଓଡିଆ ଘର ଓ ଓଷା-ଉପବାସ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ କିନ୍ତୁ ଓଡିଶା ବାହାରେ ରହୁଥିବା ଓଡିଆମାନେ ଓଷା ଓ ବ୍ରତ ବିଷୟରେ ଅ ଏବଂ ପାଳନ କରିବାକୁ ଇଛା ଥିଲେ ମଧ୍ୟ ବହିର ଘୋର ଅଭାବ ଯୋଗୁଁ ଏହି ବିଶ୍ବାସ ଓ ପରମ୍ପରା ଲୁପ୍ତପ୍ରାୟ ଅନେକ ଲୋକ ବିଶେଷ ଭାବେ ଛୋଟ ପିଲାମାନେ ପୁରାଣ ଆଦି ବିଷୟରେ ଅ ଏଣୁ ଏହି ସମସ୍ତ ପୁସ୍ତକ ଆପଣମାନଙ୍କୁ ଯୋଗାଇବା ନିମନ୍ତେ ଏହା ଆମରଏକ ଛୋଟ ପ୍ରଚେଷ୍ଟା
ଧାର୍ମିକ ବହି
ଦ୍ଵାରା ପୋଷ୍ଟ ହୋଇଛି bpr
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
.
.
ଗଧ ଉବାଚ଼
ଏ ସମୟର ରାଜନୀତିରେ ମୋର ବନ୍ଧୁମାନଙ୍କର ପ୍ରାଧାନ୍ୟ ଦେଖି ଭାବୁଛି - ମୋତେ ବି ଗୋଟିଏ ଦଳୀୟ ଟିକଟ ମିଳନ୍ତାନି !
ହସ ବଟିକା
ଚାକର - ବାବୁ, ମୁଁ ସ୍ବପ୍ନ ଦେଖିଲି କି ଆପଣ ମୋତେ ଶହେ ଟଙ୍କା ଦେଉଛନ୍ତି
ମାଲିକ - ଆଛା ! ଠିକ୍ ଅଛି, ଏ ମାସରେ ଶହେ ଟଙ୍କା କାଟି ଦରମା ନେଇଯିବୁ
-------------------------------------------------------
ସାର୍- ବିଦ୍ଯୁତ୍ କେଉଁଠୁ ଆସେ ?
ବୁଧିଆ- ମାମୁଁ ଘରୁ ସାର୍ | ବିଦ୍ଯୁଟ୍ କାଟ୍ ବେଳେ ବାପା କହନ୍ତି-"ଶଳାଗୁଡାକ ପୁଣି କାଟିଲେ" |
.....
..
*ମୁଖ୍ଯମନ୍ତ୍ରୀଙ୍କୁ ଇ-ମେଲ୍ ଦ୍ବାରା ମାଓବାଦୀଙ୍କ ଧମକ
*ବେକାର ଯୁବକମାନଙ୍କୁ ମାଓବାଦୀଙ୍କ ଦ୍ବାରା 3000 ଟ୍ଙ୍କା ଦରମା ପ୍ରଲୋଭନ
*ଅଗ୍ନି-1 ର ସଫଳ ପରୀକ୍ଷଣ
*2004 ରୁ 2008 ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ
*ମୋବାଇଲ୍ ଉପଭୋକ୍ତା ପିଛା ରାଜସ୍ବ - ଓଡିଶା ବହୁ ପଛରେ
0 ମନ୍ତବ୍ୟ(ଗୁଡିକ):
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ