ଆରିଷ୍ଟୋଟଲ୍ଙ୍କ ମନ୍ତବ୍ୟ
ବିଖ୍ୟାତ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ ଥିଲେ ଇତିହାସର ଶ୍ରେଷ୍ଠସମ୍ରାଟ୍ ଆଲେକ୍ଜାଣ୍ଡର୍ ଙ୍କ ଶିକ୍ଷକ ......
ସୁଡୋକୁ
ଏହି ଖେଳର ନୀୟମ -
ପ୍ରତି ଧାଡି ଓ ଶ୍ରେଣୀରେ ୧ ଠାରୁ ୯ ପର୍ଯ୍ୟନ୍ତ ସଂଖ୍ୟା ରହିବ ଓ ପ୍ରତି ସଂଖ୍ୟା କେବଳ ଥରଟିଏ ରହିବ ଏହା ସହିତ ଗାଢ ଗାର କଟାଯାଇଥିବା ପ୍ରତି ବର୍ଗାକାର କ୍ଷେତ୍ରରେ ମଧ୍ୟ ୧ ଠାରୁ ୯ ପର୍ଯ୍ୟନ୍ତ ସଂଖ୍ୟା କେବଳ ଥରଟିଏ ରହିବ
ସୁଡୋକୁ
ଦ୍ଵାରା ପୋଷ୍ଟ ହୋଇଛି bpr
କୁ ଗ୍ରହୀତା:
ମନ୍ତବ୍ୟସମୂହ ପୋଷ୍ଟ କରନ୍ତୁ (Atom)
.
.
ଗଧ ଉବାଚ଼
ଏ ସମୟର ରାଜନୀତିରେ ମୋର ବନ୍ଧୁମାନଙ୍କର ପ୍ରାଧାନ୍ୟ ଦେଖି ଭାବୁଛି - ମୋତେ ବି ଗୋଟିଏ ଦଳୀୟ ଟିକଟ ମିଳନ୍ତାନି !
ହସ ବଟିକା
ଚାକର - ବାବୁ, ମୁଁ ସ୍ବପ୍ନ ଦେଖିଲି କି ଆପଣ ମୋତେ ଶହେ ଟଙ୍କା ଦେଉଛନ୍ତି
ମାଲିକ - ଆଛା ! ଠିକ୍ ଅଛି, ଏ ମାସରେ ଶହେ ଟଙ୍କା କାଟି ଦରମା ନେଇଯିବୁ
-------------------------------------------------------
ସାର୍- ବିଦ୍ଯୁତ୍ କେଉଁଠୁ ଆସେ ?
ବୁଧିଆ- ମାମୁଁ ଘରୁ ସାର୍ | ବିଦ୍ଯୁଟ୍ କାଟ୍ ବେଳେ ବାପା କହନ୍ତି-"ଶଳାଗୁଡାକ ପୁଣି କାଟିଲେ" |
.....
..
*ମୁଖ୍ଯମନ୍ତ୍ରୀଙ୍କୁ ଇ-ମେଲ୍ ଦ୍ବାରା ମାଓବାଦୀଙ୍କ ଧମକ
*ବେକାର ଯୁବକମାନଙ୍କୁ ମାଓବାଦୀଙ୍କ ଦ୍ବାରା 3000 ଟ୍ଙ୍କା ଦରମା ପ୍ରଲୋଭନ
*ଅଗ୍ନି-1 ର ସଫଳ ପରୀକ୍ଷଣ
*2004 ରୁ 2008 ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ
*ମୋବାଇଲ୍ ଉପଭୋକ୍ତା ପିଛା ରାଜସ୍ବ - ଓଡିଶା ବହୁ ପଛରେ
0 ମନ୍ତବ୍ୟ(ଗୁଡିକ):
ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ